ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ୍ ଗାୟାଗଣ୍ଡା ପଞ୍ଚାୟତ ବାଘୁଆର ସନିଆ ନାଇକ ପିତା ଗୋବରା ନାଇକ ବୟସ 27 ବର୍ଷ ଅଦ୍ଯ ତାରିଖ 14.10.2022 ଦିବା 3 ଘଣ୍ଟା 30 ମିନିଟ ସମୟେ ଗାଇ ଯଗୁ ଥିବା ବେଳେ ଅଚାନକ ବଜ୍ରପାତ ଫଳରେ ମୃତ୍ୟୁ ବରଣ କରିଛନ୍ତି ଘଟଣା ସ୍ଥଳରେ କୋକଳବା ri ଏବଂ ତାରସିଂଙ୍ଗ ଥାନା ଅଧିକାରୀ ପ୍ରଦିପ୍ କୁମାର ଦାସ ଶୋକା କୂଳ ପରିବାରକୁ ଆସ୍ଵାସନା ଦେଇ ମୃତଙ୍କ ପରିବାରଙ୍କୁ ଅନୁକମ୍ପା ରାଶି ଯୋଗାଇଦେବା ପାଇଁ ପ୍ରତିଶୃତି ଦେବା ସହ ସବ ବିବେଚ୍ଛଦ ପାଇଁ ଭଞ୍ଜନଗର ମେଡିକାଲ୍ କୁ ପଠାଇ ଛନ୍ତି
ଜଗନ୍ନାଥ ପ୍ରସାଦ ବ୍ଳକରୁ ହରିକୃଷ୍ଣ ପ୍ରଧାନ ଙ୍କ ରିପୋଟ ସାରା ଦୁନିଆଁ news


0 Comments