Recent

6/recent/ticker-posts

ଦିବ୍ୟାଙ୍ଗ କୁ ସ୍କୁଟି ପ୍ରଦାନ

.
ସାକ୍ଷୀଗୋପାଳ -ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନୂଆ ସୋମେଶରପୁର ଗ୍ରାମର
ସୁରରାଜ ମିଶ୍ର (ଦିବ୍ୟାଙ୍ଗ )ଙ୍କୁ ପୁରୀସାଂସଦ ମାନ୍ୟବର ଶ୍ରୀଯୁକ୍ତ 
ପିନାକୀ ମିଶ୍ର ଙ୍କ ଲ୍ୟାଡ଼ଫଣ୍ଡରୁ ଗୋଟିଏ
ତିନି ଚକିଆ ସ୍କୁଟି ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ କାର୍ଯ୍ୟଳୟ ଠାରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ )ଶ୍ରୀ ପ୍ରଦୀପ କୁମାର ସାହୁଙ୍କ
ଉପସ୍ଥିତରେ ସୁରରାଜ ମିଶ୍ରଙ୍କୁ ସ୍କୁଟି ପ୍ରଦାନ କରାଯାଇଥିଲା. ଏବଂ କହିଥିଲେ
ଏହି ସ୍କୁଟି ତାଙ୍କର ଦୈନ ଦିନକାମରେ ବହୁତ ସହାୟକ ହେବା ସହିତ ବିଭିନ୍ନ କାର୍ଯ୍ୟ ପାଇଁ ସମୟ ବଞ୍ଚିପାରିବ.
ତାଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି ମାନ୍ୟବର ସାଂସଦ ଙ୍କ ତରଫରୁ ସ୍କୁଟିଟି
ମିଳିଥିବାରୁ ସିଏ ମାନ୍ୟବର ମୁଖ୍ୟ ମନ୍ତ୍ରୀ
ଶ୍ରୀଯୁକ୍ତ ପିନାକୀମିଶ୍ର. ବିଧାୟକ ଶ୍ରୀଯୁକ୍ତ
ଉମାକାନ୍ତ ସାମନ୍ତରାୟ. ବ୍ଲକଅଧକ୍ଷ ଶ୍ରୀଯୁକ୍ତ ସୁନୀଲ କୁମାର ପଣ୍ଡା ଙ୍କ ସମେତ
ଜିଲ୍ଲାପାଳ ଓ ଉପଜିଲ୍ଲା ମହୋୟଙ୍କ
କୃତଜ୍ଞତା ଜଣାଇଛନ୍ତି.

Post a Comment

0 Comments