ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ତହସିଲଦାର ପ୍ରଳୟା ନନ୍ଦ ଶତପଥୀ ଙ୍କ ବଦଳି ପରେ ନୂତନ ତହସିଲଦାର ଭାବେ ହେମନ୍ତ କୁମାର ନାୟକ ଯୋଗଦେଇଛନ୍ତି। ନୂଆଗାଁ ତହସିଲରେ ଯୋଗ ଦେବା ପୂର୍ବରୁ ସେ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ତହସିଲରେ ଅତିରିକ୍ତ ତହସିଲଦାର ଭାବେ ଦାୟିତ୍ଵ ନିର୍ବାହ କରି ସୁନାମ ଅର୍ଜନ କରିଥିଲେ।ନୂତନ ତହସିଲଦାର ଭାବେ ନୂଆଗାଁ ତହସିଲରେ ଯୋଗଦେବା ପରେ ହେମନ୍ତ ନାୟକ ଯୋଗଦେବା ପରେ ବାଲି, ପଥର ଚୋରା ଚାଲାଣ ରୋକିବା ସହ ରାଜସ୍ବ ବୃଦ୍ଧି ଏବଂ ତହସିଲ କୁ ଆସୁଥିବା ଜନସାଧାରଣ ଙ୍କୁ ସଠିକ୍ ସେବା ଯୋଗାଇ ଦିଆଯିବ ବୋଲି କହିଥିଲେ।
ରିପୋର୍ଟ: ବର୍ଷା ନାଏକ(ନୂଆଗାଁ)


0 Comments