Recent

6/recent/ticker-posts

ଦୁର୍ଘଟଣାରେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟ।

ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ ଅଧୀନ କୁଂଜବିହରିପୁର ଗ୍ରାମର ସୁଶାନ୍ତ କର (୨୫) ଏକ ବାଇକି ଯୋଗେ ଭଉଣୀକୁ ଧରି ଭୁବନେଶ୍ୱର ଅଭିମୁଖେ ଶନିବାର ଅପାହ୍ନରେ ଯାଉଥିବା ବେଳେ କଳପଥର ବାଇପାସ ରାସ୍ତାରେ ଏକ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାରେ ସୁଶାନ୍ତଙ୍କ ଅକାଳ ବିୟୋଗ ହୋଇଥିବ ବେଳେ ଭଉଣୀ ସ୍ବପ୍ନାରାଣୀ ଗୁରୁତର ଆହତ ହୋଇ ଆଶୁ ଚିକିତ୍ସା ଲାଗି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି।
ଦୁର୍ଘଟଣାରେ ମୃତ୍ୟବରଣ କରିଥିବା ସୁଶାନ୍ତ ଖୋର୍ଦ୍ଧାସ୍ଥିତ ବନ୍ଧନ ବ୍ୟାଙ୍କ ଶାଖାରେ କ୍ଷେତ୍ର ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ।
ଖୋର୍ଦ୍ଧା ରୁ ନିଳାଦ୍ରୀ ଭୂଷଣ ଗଡ଼ନାୟକ ରିପୋର୍ଟ ସାରା ଦୁନିଆ ନ୍ୟୁଜ

Post a Comment

0 Comments