ନୂଆଗାଁ:(ବର୍ଷା ନାଏକ) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢିପି ପଞ୍ଚାୟତ ଅଧିନରେ ଥିବା ସହିଦ ଙ୍କ ଗ୍ରାମ ତଥା ପବିତ୍ର ପୁଣ୍ୟ ଭୂମି ଥୁଆ ବାରୀ ଗ୍ରାମ ପରିଦର୍ଶନ କରିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ।ସେହିପରି ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ଗ୍ରାମରେ ଅବସ୍ଥିତି ଦାସିଆ ଅଜା ଙ୍କ ପ୍ରସିଦ୍ଧ ପାଠାଗାର ଓ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ।ତେବେ ଏହି ଦୁଇ ପବିତ୍ର ସ୍ଥାନ ପରିଦର୍ଶନ କରି ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି ପୂର୍ବତନ ସାଂସଦ।
0 Comments