ଟାଙ୍ଗୀ:ବିରଳ ପଶୁ ମାଂସ ଶୀକାର କରି ଚୋରା ଚାଲାଣ କରୁଥିବା ଅଭିଯୋଗରେ ବନ ବିଭାଗର ଚଢାଉ ୨ ଶୀକାରୀ ଗିରଫ ଗିରଫ ଶୀକାରୀଙ୍କ ନିକଟରୁ ବିପୁଳ ଝିଙ୍କ କାଠି ବିରଳ ମ୍ରୁତ ଗୋଧୀ ସହ ଜଙ୍ଗଲି ବାରହା ମାଂସ ଜବତ କରାଯାଇଛି।ବନ ବିଭାଗ ବିଶେଷ ସୁତ୍ର ରୁ ଖବର ପାଇ ଚଢାଉକରିଥିଲା ଟାଙ୍ଗୀ ବନ ବିଭାଗରେଂଜ୍ ଭୁଷଣ୍ଡ ପୁର ନିକଟସ୍ଥ ପାତ୍ରପଡା ଗ୍ରାମରେ ଚଡାଉ କରି ବିପୁଳ ଝିଙ୍କ କାଠି ସହ ଗୋଟିଏ ମ୍ରୁତ ବାରହା ଓ ଗୋଟିଏ ମ୍ରୁତ ଗୋଧୀ ଜବତ କରିଛି।
ଗିରଫ ଶୀକାରୀ ଦ୍ୱୟ ହେଲେ କେଶବ ନାୟକ ଓ ରଂଜନ ନାୟକ ଉଭୟଙ୍କ ଘର ପାତ୍ରପଡା ଗ୍ରାମରେ ଏହି ଚଢାଉରେ ସାମିଲ ହୋଇଥିଲେ ଫରେଷ୍ଟର ଗୋଲାପ ସେଠୀ, ରାକେଶ ପଣ୍ଡା, ରଂଜୁଲତା ମିଶ୍ର ଗାର୍ଡ, ବବଲୁ ମିଶ୍ର ଓ ନିହାର ରଂଜନ ପଟନାୟକ ପ୍ରମୁଖ ବହୁ ଦିନ ହେଲା ନିକଟସ୍ଥ ଜଙ୍ଗଲରେ ଗିରଫ। ଶୀକାରୀ କେଶବ ଓ ରଂଜନ ବନ୍ୟ ଜନ୍ତୁ ଶୀକାତ କରି ମାଂସ ଚମଡା ବିକ୍ରି କରି ଆସୁଥିଲେ ଏଭଳି ମାଂସ ଓ ଝିଙ୍କ କାଠି ଜବତ ହେବା ଟାଙ୍ଗୀ ବନାଂଚଳରେ ପ୍ରଥମ ଘଟଣା ତେଣୁ
ଏ ନେଇ ବନ ବିଭାଗ ଅଧିକ ଛାନ ବିନ କରୁଥିବା ଜଣା ପଡିଛି।
ରିପୋର୍ଟ- ନୀଳାଦ୍ରି ଭୁଷଣ ଗଡ଼ନାୟକ ଟାଙ୍ଗୀ (ଖୋର୍ଦ୍ଧା)


0 Comments