Recent

6/recent/ticker-posts

ପ୍ରଗତି ସେବା ସମବାୟ ସମିତି ର ପ୍ରଥମ ବୈଠକ

 
ଡେଲାଙ୍ଗ :-ସୁଜନପୁର ପଂଚାୟତ ରେ ପ୍ରଗତି ସେବା ସମବାୟ ସମିତି ରର ନିର୍ବାଚନ ପରେ , ବିଜୟୀ ନୂତନ ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ନାୟକ ଓ ଉପସଭାପତି ସୌଦାମିନୀ ମହାରଣା ଙ୍କ ନେତୃତ୍ୱ ରେ ବର୍ଷ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗକୁ କିଭଳି ସମିତି ର ଉନ୍ନତି ମୂଳକ ପଦକ୍ଷେପ ନିଆଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକ ରେ ସମିତି ର ସମସ୍ତ ସଦସ୍ୟ , ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ ।

ରିପୋର୍ଟ-ସିଦ୍ଧାର୍ଥ ବଳବନ୍ତରାୟ (ଡେଲାଙ୍ଗ)

Post a Comment

0 Comments