ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଂଜ୍ ଭୁଷଣ୍ଡ ପୁର ସେକସନ ଭଜାଗଡ କାଜୁ ଜଙ୍ଗଲରେବନ ବିଭାଗର ମିଳିତ ଚଢାଉ କରାଯାଇଛିଖୋର୍ଦ୍ଧ ବନ ଖଣ୍ଡ ଟାଙ୍ଗୀ ବନବିଭାଗର କର୍ମଚାରୀ ମାନେ କରିଛନ୍ତି ଚଢାଉ ଚଢାଉ କରି ଗୋଟିଏ ଚୋରା କରତ କଳ ବିପୁଳ ପରିମାଣର ଶାଗୁଆନ ଆକାଶିଆ କାଠ ପଟା ଜବତ ଜରାଯାଇଛି ।ଯାହାର ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣା ପଡିଛି ଏହା ସହ ଗୋଟିଏ ଟ୍ରାକ୍ଟର ମଧ୍ୟ୍ୟ ଜବତ କରିଛି ବନ ବିଭାଗ ଚଢାଉ ବେଳେ କାଠ ମାଫିଆ ମାନଙ୍କ ମଧ୍ୟ୍ୟରେ ପଶିଛି ଛନକା ଜବତ ଲକ୍ଷାଧିକ ଟଙ୍କାର ପଟା କରତ କଳ।ଟ୍ରାକ୍ଟରକୁ ଟାଙ୍ଗୀ କାର୍ଯ୍ୟାଳୟକୁ ଆଣିଛନ୍ତି ବନ ବିଭାଗର କର୍ମଚାରୀ ମାନେ ଏହି ଚଢାଉରେ ରେଂଜ୍ ଅଫିସର ଦେବାଶିଷ ଭୋଇ ,ଟାଙ୍ଗୀ ଫରେଷ୍ଟର ଗୋଲାପ ସେଠୀ,ଭୁଷଣ୍ଡ ପୁର ଫରେଷ୍ଟର ରାକେଶ ପଣ୍ଡା,ପଟିଆ ଫରେଷ୍ଟର ଶୁସାନ୍ତ କୁମାର ସାହୁ,ଗାର୍ଡ ପ୍ରଦୀପ କୁମାର ସାହୁ ବଵଲୁ ମିଶ୍ର ଓଦେବେନ୍ଦ୍ର କୁମାର ବେହେରାଙ୍କ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ ଆସାମୀ ଫେରାର ହୋଇ ଯାଇଛି।
ରିପୋର୍ଟ- ନିଳାଦ୍ରୀ ଭୂଷଣ ଗଡ଼ନାୟକ ଟାଙ୍ଗୀ (ଖୋର୍ଦ୍ଧା)


0 Comments