ଗାଇସିଲେଟ - ଆଜି ସି ଏସ ସି ଆସୋସିଆସନଗାଇସିଲେଟ ବ୍ଲକ ତରଫରୁ ଶ୍ରଦ୍ଧାକର ସାହୁ ଙ୍କର ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଡାଙ୍ଗ ବାହାଲ ରୁ ଲେବିଡ଼ି ରାସ୍ତା ରେ ପ୍ରାୟ ୧୦୦ ରୁ ଅଧିକ ଚାରା ଲଗାଯାଇଥିଲା l ସମାଜ କୁ ପରିବେଶ ବଞ୍ଚାଅ ବାର୍ତ୍ତା ଦେବା ସହ ସମସ୍ତ ଜନ ସାଧାରଣ ଙ୍କୁ ଗଛ ଲଗେଇବା ପାଇଁ ନିବେଦନ କରା ଯାଇଥିଲା l ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଶ୍ରଦ୍ଧାକର ସାହୁ,ଫଗୁନୁ ଚରଣ ବାଗ, ପ୍ରସନ୍ନ କୁମାର ଭୋଇ,ଗଜପତି ସାହୁ,ଧବଳେଶ୍ବର ମହାନନ୍ଦ, ସୁବଳ ଚନ୍ଦ୍ର ସାହୁ,ଶ୍ରୀପତି ସାହୁ,ଗଣପତି ସେଠ ଓ ଅନ୍ୟାନ୍ୟ ଭି ଏଲ ଇ ଉପସ୍ଥିତ ଥିଲେ ।
ରିପୋର୍ଟ - ଶୁଭ ରଂଜନ ତ୍ରିପାଠୀ (ବରଗଡ)
0 Comments