ସାକ୍ଷୀଗୋପାଳ:ଆଜି ଭୋର ପାଞ୍ଚଘଣ୍ଟା ସମୟରେ ନମ୍ବର . OD O2 BS 8439ହୁଣ୍ଡାଇ କାର ପୁରୀ ରୁ ଭୁବନେଶ୍ୱର ଅଭିମୁଖେଦୃତଗତି ରେ ଯାଉ ଥିବା ସମୟରେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥପାର୍ଶ୍ଵରେ ଥିବା କାଦୁଆ ଛକ ନିକଟରେ ଛିଡାହୋଇଥିବା ହାଇୱା ଟ୍ରକ ପଛରେ ପିଟି ହୋଇ
ଦୃଘଟଣାଗ୍ରସ୍ତ ହୋଇଥିଲା. ଏହି ଦୃଘଟଣାରେକାରରେ ଥିବା ଚାଳକଙ୍କର କୌଣସି ପ୍ରକାରରକ୍ଷତି ହୋଇ ନଥିବା ବେଳେ କାରଟି ସମ୍ପୂର୍ଣ କ୍ଷତି ଗ୍ରସ୍ତ ହୋଇଛି. ଦୃଘଟଣା ପରେ ଟ୍ରକଟି
ଘଟଣା ସ୍ଥଳରୁ ଚାଲିଯାଇଥିଲା. ଦୃଘଟଣା ଖବର ପାଇ ଜାତୀୟ ରାଜପଥରେ ପେଟ୍ରୋଲିଙ୍ଗ କରୁଥିବା ପୋଲିସ ପହଁଚି ଉକ୍ତକାରଟିକୁ ରାସ୍ତା ଉପରୁ ହଟାଇବା ସହିତ ଟ୍ରାଫିକ ସମସ୍ୟା ଦୂର କରିବା ସହିତ ସତ୍ୟବାଦୀ ଥାନାକୁ ଜଣାଇ ଥିଲେ.
ରିପୋର୍ଟ୍- ପୂର୍ଣାନନ୍ଦ ତ୍ରିପାଠୀ ( ସାକ୍ଷୀଗୋପାଳ)


0 Comments