Recent

6/recent/ticker-posts

କନସିଂହା ସେବା ସମବାୟ ସମିତି ଲି&ନିର୍ବାଚନ ରେ ଦସ୍ତଖତ ଜାଲିଆତି ।

ଗାଇସିଲାଟ:କନସିଂହା ସେବା ସମବାୟ ସମିତି ଲି&ର ଡାଇରେକ୍ଟର ପଦବୀ ପାଇଁ ନାମାଙ୍କନ ପତ୍ରରେ ସମର୍ଥକ ଏବଂ ପ୍ରସ୍ତାବକ ଙ୍କ ଦସ୍ତଖତ ଜାଳିଆତି ରେ ଜଣେ ପ୍ରାଥୀନି ଙ୍କ ନାମାଙ୍କନ ପତ୍ର ନାକଚ ହୋଇଅଛି ସେହିପରି ଅନ୍ୟ ପ୍ରାଥି ପ୍ରାଥିନୀ ଦସ୍ତଖତ ରେ ଜାଳିଆତି ହୋଇଥିବା ଅନୁମାନ କରାଯାଉଛି ।
ଉପଯୁକ୍ତ ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀ ଙ୍କୁ ଉଚ୍ଚସ୍ତରୀୟ ତଦନ୍ତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଭିଯୋଗ ପତ୍ର ଦାଖଲ କରାଯାଉଛି।
ରିପୋର୍ଟ-ଶୁଭ ରଂଜନ ତ୍ରିପାଠୀ(ବରଗଡ)

Post a Comment

0 Comments