Recent

6/recent/ticker-posts

ବେତନଟୀ ଆମ୍ବଯୋଡାରେ ଚଢାଉ କରି 1ଲକ୍ଷ 20ହଜାର ଟଙ୍କାର ଗଞ୍ଜେଇ ଜବତ


ମୟୂରଭଞ୍ଜ ବେତନଟୀ: ଆମ୍ବଯୋଡାରେ ଚଢାଉ କରି 1ଲକ୍ଷ 20ହଜାର ଟଙ୍କାର ଗଞ୍ଜେଇ ଜବତ, ଗିରଫ ଯୁବକର ଜାମିନ ନାମଞ୍ଜୁର

ପ୍ରଶାନ୍ତ କୁମାର କୁଆଁର ଅବୋକାରି ଅଦିକ୍ଷୋକୋ ଖୋବର ପାଇ  ତାଙ୍କ  ନିର୍ଦ୍ଦେଶ ରେ ନିରଞ୍ଜନ ସାହୁ ବେତନଟୀ ପୋଲିସ ଆମ୍ବଯୋଡା ଗ୍ରାମର ପରମେଶ୍ବର ମହାନ୍ତ ଙ୍କ ପୁଅ ଭଵାନି ଶଙ୍କର ମହାନ୍ତ ଙ୍କୁ ଗିରଫ କରି କୋଟ ଚାଲାଣ କରିଛି  .ଅବୋକାରୀ ବିଭାଗ ଓ ବେତନଟୀ ପୋଲିସ ରୋ ମିଳିତ ଉଦ୍ୟୋମ

Post a Comment

0 Comments