Recent

6/recent/ticker-posts

ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ନନ୍ଦ ଙ୍କ ସୃତିସଭା ରେ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ଯୋଗଦାନ.


ପୁରୀ :- ଗତ କାଲି ସମାଜ ସେବି ତଥା ପରୋପକାରି ବ୍ୟକ୍ତି ସ୍ବର୍ଗତ ପୂର୍ଣ୍ଣ ଚନ୍ଦ୍ର ନନ୍ଦ ଙ୍କର ଦଶାହ କାର୍ଯ୍ୟ ତାଙ୍କର ପେଣ୍ଠକଟା ସ୍ତିତ ବାସ ଭବନ ରେ ପାଳିତ ହୋଇବା ସହ ଏକ ସ୍ମୁତି ସଭା ଅନୁଷ୍ଠିତ ହୋଇଥିଲା 
ସ୍ବର୍ଗତ ନନ୍ଦ ଙ୍କର ଏହି ସୃତି ସଭାରେ ବହୁ ବିଶିଷ୍ଠ ବ୍ୟକ୍ତି ଙ୍କ ସହିତ ମାନ୍ୟଗଣ ବ୍ୟକ୍ତି ଓ ବୁଦ୍ଧିଯିବି ମାନେ ଯୋଗ ଦେଇ ଥିଲେ ସ୍ଥାନୀୟ ଲୋକ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତି, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ ଦାସ ବର୍ମା, ଡ଼କ୍ଟର ସମ୍ବିତ ପାତ୍ର.ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ, ଶ୍ରୀମତୀ ପ୍ରତିଭା ପରିଡ଼ା, ଶ୍ରୀ ବିଭୂତି ତ୍ରିପାଠୀ, ବିଜୟ ମିଶ୍ର, ସୁରେନ୍ଦ୍ର ଦାସ, ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର ଯୋଗଦାନ କରିଥିଲେ। 
ସ୍ବର୍ଗତ ପୂର୍ଣ୍ଣ ଚନ୍ଦ୍ର ନନ୍ଦ ଙ୍କର 74 ବର୍ଷ ରେ ପରଲୋକ ହୋଇଥିଲେ। ତାଙ୍କର 3 ପୁଅ ରାଜେଶ ସୁରେଶ ଓ ଗିରିଶ ଏବଂ ପରିବାରର ସବୁ ସଦସ୍ୟ ଉପସ୍ଥିତ ଥିଲେ.
ସୃତିସଭାରେ ବିଶିଷ୍ଠ ବ୍ୟକ୍ତି ମାନେ ସ୍ବର୍ଗତ ନନ୍ଦଙ୍କର ସୃତି ଚାରଣ କରିବାସହିତ ସ୍ବର୍ଗତ ଆମ୍ତାର ସଦ୍ଗତି ପ୍ରାର୍ଥନା କରିଥିଲେ.

Post a Comment

0 Comments