Recent

6/recent/ticker-posts

ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ନୂଆଦିଲ୍ଲୀ:(ବ୍ୟୁରୋ ରିପୋର୍ଟ୍)-ସକାଳ ୧୦ଟାରୁ ରାଷ୍ଟ୍ରପତି ନିର୍ବାଚନ ଲାଗି ଜାରି ରହିଛି ଭୋଟ ଗ୍ରହଣ। ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ।

ରାଷ୍ଟ୍ରପତି ନିର୍ବାଚନ ଲାଗି ସଂସଦ ଭବନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଲେ ଭୋଟ ।

ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ଭୋଟ ଦେବା ସହ ଜଣାଇଲେ ଶୁଭେଚ୍ଛା ।

ଆଗାମୀ ୨୧ ତାରିଖ ଦିନ ସଂସଦ ଭବନରେ ଭୋଟ ଗଣତି ହୋଇ ସେହି ଦିନ ହିଁ ନୂଆ ରାଷ୍ଟ୍ରପତିଙ୍କ ନାଁ ଘୋଷଣା
 କରାଯିବ ।
ବ୍ୟୁରୋ ରିପୋର୍ଟ୍ ସାରା ଦୁନିଆ ନ୍ୟୁଜ୍

Post a Comment

0 Comments