Recent

6/recent/ticker-posts

ତିନିଦିନ ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ।

ଭୁବନେଶ୍ୱର:ଆସନ୍ତାକାଲି ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।

ସେହି ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ,
ବୌଦ୍ଧ, ନୟାଗଡ଼, କଟକ,ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର,ସୁନ୍ଦରଗଡ଼, ମୟୁରଭଞ୍ଜ।
ରିପୋର୍ଟ୍ ନୀଳାଦ୍ରି ଭୂଷଣ ଗଡ଼ନାୟକ (ଖୋର୍ଦ୍ଧା)

Post a Comment

0 Comments