ଟାଙ୍ଗୀ:ଦୀର୍ଘ୍ୟ ଜୀବନ ଶିକ୍ଷକତା କରି ଶେଷରେ ୭୦ ବର୍ଷ ବୟସରେ ସର୍ବେଶ୍ୱର ପଲାଇ ଙ୍କର ପରଲୋକ ଘଟିଛି..ଗତକାଲି ସକାଳ ୫ଟାରେ ସମୟରେ ସୋଇଥିବା ବେଳେ ହଠାତ ହୃତଘାତ ହୋଇଯାଇଥିଲା ପରିବାରଲୋକେ ତାଙ୍କୁ ମେଡ଼ିକାଲ ନେଇଥଲେ ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ସର୍ବେଶ୍ୱର ପଲେଇ ବାଳକୃଷ୍ଣ ବିଦ୍ୟାପୀଠ କେରଣ୍ଡାଟାଙ୍ଗୀରେ କ୍ରୀଡା ଶିକ୍ଷକ କାର୍ଯ୍ୟ କରି ୧୦ ବର୍ଷ ପୂର୍ବରୁ ସେବାନିବୃତ ହୋଇଥିଲେ ।ସେ ଥିଲେ ଜଣେ ଆଦର୍ଶ କ୍ରୀଡା ଶିକ୍ଷକ ନିଷ୍ଠାପର ବ୍ୟକ୍ତି ତଥା ସରଳ ସ୍ୱଭାବର ମଣିଷଟିଏ ତାଙ୍କ ବିୟୋଗରେ ପରିବାର ତଥା ଅଞ୍ଚଳର ଅପୁରଣୀୟ କ୍ଷତିଘଟିଛି
ଆତ୍ମାର ସତଗତି ଏବଂ ଶୋକ ସନ୍ତ ପ ପରିବାର ବର୍ଗଙ୍କୁ ସମବେଦନା ପୁର୍ବକ ଓ ସର୍ବସାଧାରଣ ମହଲରେ ଶୋକରଛାୟା ଖେଳିଯାଇ।
ରିପୋର୍ଟ- ନିଳାଦ୍ରୀ ଭୂଷଣ ଗଡ଼ନାୟକ ଟାଙ୍ଗୀ (ଖୋର୍ଦ୍ଧା)


0 Comments