Recent

6/recent/ticker-posts

ଭୋଇପାଲି ଠାରେ ୬ ଜଣିଆଁ ଡକାୟତ ଦଳ କୁ କାବୁ କଲା,ଗାଇସିଲାଟ ପୋଲିସ।।

ଗାଇସିଲାଟ:ଥାନା,ଭୋଇପାଲି ଠାରେ ୬ ଜଣିଆଁ ଡକାୟତ ଦଳ କୁ କାବୁ କଲା,ଗାଇସିଲାଟ ପୋଲିସ,ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଡକାୟତ ଦଳକୁ ଧରିବାରେ ସଫଳ ହୋଇଛି ଗାଇସିଲାଟ ପୋଲିସ,,ଡକାୟତଙ୍କ ଭିତରୁ ପ୍ରତାପ ଥପା,କେଦାରୁ ମେହେର ଏବଂ କିଶୋର ଭୋଇ ବଲାଙ୍ଗିର ଜିଲ୍ଲାର ହୋଇଥିବା ବେଳେକର୍ପୁର ମାହାର ଓ ରସିକ ମାହାର,ବରଗଡ ଜିଲ୍ଲାର ଖଇରପାଲିର ବୋଲି ସୂଚନା ରହିଛି,ଆଉ ଜଣେ ମଦନ ବରିହା,ନାବାଳକ ହୋଇଥିବାରୁ ତାକୁ ସୁଧାର କେନ୍ଦ୍ରକୁ ପଠାଇଛି ଗାଇସିଲାଟ ପୋଲିସ,,ଡକାୟତ ଦଳଙ୍କ ପାଖରୁ ୨ଟି ଲୁହାରଡ,ଗୋଟିଏ ଭୂଜାଳୀ,ଲଙ୍କାଗୁଣ୍ଡ,ଲାଠି ଓ ପିକ୍ଅପ୍ ଭେନ,ଗୋଟିଏ ମଟର ସାଇକେଲ ,୪ଟି ମୋବାଇଲ ଜବତ କରିଛି ଗାଇସିଲାଟ ପୋଲିସ,,ସମସ୍ତଙ୍କୁ କୋର୍ଟ ପଠାଇଥିବାର ସୂଚନା ଦେଇଛନ୍ତି ଗାଇସିଲାଟ ଥାନା ଅଧିକାରୀ ବିରବର ଭଗତ ଓ si ସୁନିଲ ଦୋରା,,,ବରଗଡ ।
 ରିପୋର୍ଟ- ଶୁଭ ରଂଜନ ତ୍ରିପଠୀ (ଗାଇସିଲାଟ)

Post a Comment

0 Comments