ଟାଙ୍ଗୀ:ନଇକୁ ଗାଧୋଇ ଯିବା ହେଲା କାଳ ବଢି ପାଣିରେ ଭାସିଗଲେ ନାବାଳକ ।ନାବାଳକର ନାମ ବିଜୁ ସାସମଲ ବୟସ ୧୪ ଘଟଣା ଘଟିଛି ଟାଙ୍ଗୀ ଥାନା ଛକଡି ପୁର ଗ୍ରାମରେ ୪ ଜଣ ସାଙ୍ଗ ଭରତ ଦାସ ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ବିଜୁ ପ୍ରଥମେ ପଶିଥିଲା ପାଣିରେ ହେଲେ ବିଜୁ ଭାସିଯିବାରୁ ଅନ୍ୟମାନେ ପାଣିକୁ ଗଲେ ନାହିଁ ଏବେ ବି.ମିଳୁ ନାହିଁ ନାବାଳକର ପତ୍ତା ପହଂଚି ନାହିଁ ଅଗ୍ନିଶମ ବାହିନୀ।
ରିପୋର୍ଟ: ନୀଳାଦ୍ରି ଭୂଷଣ ଗଡ଼ନାୟକ ଟାଙ୍ଗୀ (ଖୋର୍ଦ୍ଧା)
0 Comments