Recent

6/recent/ticker-posts

ଜଙ୍ଗଲ ବିଭାଗ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

 ଡେଲାଙ୍ଗ :- ଜଙ୍ଗଲ ବିଭାଗ ତରଫରୁ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ



ଡେଲାଙ୍ଗ - ଖୋର୍ଦ୍ଧା ଉପଖଣ୍ଡ କୁମୁକା ଜଙ୍ଗଲ ରେ ବନ ମହୋତ୍ସବ ପାଳନ ଉପଲକ୍ଷେ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଜଙ୍ଗଲୀ ଜାତୀୟ ବୃକ୍ଷ ଯଥା - ହରିଡା , ଅର୍ଜୁନ ,ପିଆଶାଳ , ବାହାଡ଼ା ଇତ୍ୟାଦି ଜଗନ୍ନାଥ ବନ ପ୍ରକଳ୍ପ ମାଧ୍ୟମରେ ରୋପଣ କରାଯାଇଛି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ , ଉପାଧ୍ୟକ୍ଷ ଦୁର୍ବାସା ନିସଙ୍କ , ସ୍ଥାନୀୟ ସରପଞ୍ଚ ମାର୍କଣ୍ଡ ପରିଡା , ଫରେଷ୍ଟର ସୁଶାନ୍ତ କୁମାର ଦଳେଇ , ପୂର୍ଣଚନ୍ଦ୍ର ବେହେରା ଏବଂ ଅନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ । 



ରିପୋର୍ଟ :- ସିଦ୍ଧାର୍ଥ ବଳବନ୍ତରାୟ(ଡେଲାଙ୍ଗ)

Post a Comment

0 Comments