ମୟୂରଭଞ୍ଜ ବେତନଟୀ: ଆଜି ବେତନଟୀ କୋର୍ଟ ଛକ ସ୍ଥିତ ବ୍ୟଙ୍କ ଅଫ ବରୋଦା ଶାଖା ATM ନିକଟ ରୁ ଉଠାଇ ଥାନା କୁ ଆଣି ଥିବା ଦୁଇ ସାଇବର ଲୁଟେରା ଙ୍କ ଠାରୁ ଲକ୍ଷ୍Iଧିକ ଟଙ୍କl ସହିତ ମୋବାଇଲ ଏବଂ ଅନେକ ସିମ୍ କାର୍ଡ ବିଭିନ୍ନ ବୟୁୋଙ୍କର ୮ଟି ଏଟିଏମ କୋଡ୍ଷ ଆଦି ଜବଦ କରି ଆଜି ଦୁଇ ଜଣଙ୍କୁ ଗିରଫ କରି ବେତନଟୀ ସ୍ଥିତି SDJM କୋଟ ରେ ହାଜୋର କୋରା ଯାଇ ଥିଲା କିନ୍ତୁ ଜାମିନ ନାମଞ୍ଜୁର ପୋରେ ତାଙ୍କୁ ବାରିପଦା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇ ଅଛି। ଗିରଫ ବ୍ୟକ୍ତି ମାନେ ହେଲେ ବଡ଼ସାହି ବ୍ଲକ ବୈଶୀଙ୍ଗା ଥାନା ଅଧିନସ୍ଥ ମାନଗୋବିନ୍ଦ ପୁର ଉପକଣ୍ଠ ଯୋଡ଼ିଦା ଗ୍ରାମ ରୋ ବାସୁଦେବ ଲେଙ୍କା ଙ୍କର 25 ବର୍ଷ ପୁଅ ରାଜେଶ କୁମାର ଲେଙ୍କା ଏବଂ ବିଜିପୁର ଗ୍ରାମ ରୋ ରଞ୍ଜିତ ଭୋଳ ଙ୍କ 21 ବର୍ଷ ପୁଅ ରଶ୍ମି ରଂଜନ ଙ୍କୁ ବେତନଟୀ ପୋଲିସ 17 ତାରିଖ ବିଳମ୍ବିତ ରାତି ପ୍ରାୟ 1ଟା ରେ ପେଟ୍ରୋଲିଂ ଟିମ୍ ସଂଦିଗ୍ଧ ଅବସ୍ଥା ରେ ବୁଲୁ ଥିବା ଦେଖୀ SUB-INSPECTOR BALARAM BEHERA ଏହି ଓଭିଯୁକ୍ତ ମାନଙ୍କୁ ପୋଚୋରା ଉଚରା ପରେ ସନ୍ଧେହ ଜାତ ହେବା ପରେ ତାଙ୍କୁ ଥାନା କୁ ଆଣି ଥିଲେ । ଅପରୋଧିଙ୍କ ନାମୋରେ ବେତନଟୀ ଥୋନୋ ରେ ୨୧୭ୋ୨୨
ମାମୋଳା ରୂଜୁ କରୋଯୋଇ ୪୧୭,୪୧୯,୪୨୦, ୪୬୭, ୪୬୮ଓ ଭୋରତୀୟ ପିଙ୍ଗଳଶକୋଡ ଧାରା ୩୪ଶର ମାମୋଳା ରୂଜୁ କରୋଯିବୋ ସହିତ ଆଇଟି ଆକ୍ଟ ୬୬(ବି),୬୬(ସି), ୬୬(ଡି) ମାମୋଳା ରୂଜୁ କରୋଯୋଇଛି।


0 Comments