ଡେଲାଙ୍ଗ:ମାନ୍ୟବର ବିଧାୟକ ଡେଲାଙ୍ଗ ପିପିଲି ଶ୍ରୀଯୁକ୍ତ ରୁଦ୍ରପ୍ରତାପ ମହାରଥୀଙ୍କ ନିର୍ଦ୍ଧେଶ କ୍ରମେ ଡେଲାଙ୍ଗ ବ୍ଲକ ଖେଲଉର ଗ୍ରାମ ପଞ୍ଚାୟତ ର ନବ ନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ ତଦାରଖ ରେ ଯାଇଥିଲେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ସାହୁ ଏବଂ ଉପାଧ୍ୟକ୍ଷ ଶ୍ରୀ ଦୁର୍ବାସ ନିଶଙ୍କ। ରୋଡ଼ ପତନ ଠୁ ତଲକୁ ନିର୍ମାଣ କାର୍ଯ୍ୟ ହେଉଥିବାରୁ ରୋଡ଼ ପତନ ଉପରେ ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ କାର୍ଯ୍ୟ କରୁଥିବା ସଂସ୍ଥା କୁ ତାଗିଦ କରିଥିଲେ।ତତ୍ ସହିତ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଠାରେ ମା କାଳୀଙ୍କ ମନ୍ଦିର ନିର୍ମାଣ ପାଇଁ ଶୁଭ ଦେଇଥିଲେ ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ।
ରିପୋର୍ଟ- ସିଦ୍ଧାର୍ଥ ବଳବନ୍ତରାୟ (ଡେ଼ଲାଙ୍ଗ)
0 Comments