ବାଲିକୁଦା:ମନ୍ତ୍ରୀୟାନ ଓ ବିଭାଗ ଜାରି କରିଥିବା ବିଜ୍ଞପ୍ତି ପାଇଁ ତୁରନ୍ତ ସାମ୍ବାଦିକଙ୍କୁ କ୍ଷମା ମାଗନ୍ତୁ। ଯଦି ସେ କ୍ଷମା ନମାଗିବେ, ତା’ହେଲେ ଆଗାମୀ ଦିନରେ ସରକାରଙ୍କ କୌଣସି କାର୍ଯ୍ୟକ୍ରମରେ ସାମ୍ବାଦିକମାନେ ସହଯୋଗ କରିବେ ନାହିଁ। ସେହିପରି ବିଜ୍ଞପ୍ତି ପ୍ରତ୍ୟାହାର ନ ହେଲେ, ସାମ୍ବାଦିକମାନେ ଗଣତାନ୍ତ୍ରିକ ଉପାୟରେ ରାଜରାସ୍ତାକୁ ଓହ୍ଲାଇ ଏହା ବିରୋଧରେ ବିକ୍ଷୋଭ କରିବେ।” କନ୍ଧମାଳ ସାମ୍ବାଦିକ ସଂଘର ସଭାପତି ରାଧାମୋହନ ମହାପାତ୍ର ଓ ସାମ୍ବାଦିକ ସୁରେଶ କୁମାର ପତି ପ୍ରମୁଖ ସରକାରଙ୍କ ସାମ୍ବାଦିକଙ୍କୁ ସ୍କୁଲ ମନା ନିଷ୍ପତ୍ତିକୁ ବିରୋଧ କରିଛନ୍ତି!.*
ବ୍ୟୁରୋ ରିପୋର୍ଟ ସାରା ଦୁନିଆ ନ୍ୟୁଜ


0 Comments