Recent

6/recent/ticker-posts

ଭୁବନେଶ୍ବରରେ ବଢ଼ିଲା କଟକଣା।

ଭୁବନେଶ୍ବରରେ:ବଢ଼ିଲା କଟକଣା।

ସଂକ୍ରମଣ ବଢୁଥିବାରୁ ଭୁବନେଶ୍ବରରେ କଟକଣା କଡ଼ାକଡ଼ି କଲା ବିଏମ୍‌ସି 
ଠେଲା ଜଳଖିଆ, ଚା, ଲସି, ଗୁପଚୁପ୍ ଦୋକାନୀଙ୍କୁ ଭିଡ଼ କରିବା ମନା । ଦୋକାନୀ ଭିଡ଼ ସମ୍ଭାଳି ନ ପାରିଲେ ଖାଦ୍ୟ ପାର୍ସଲ ଦେବାକୁ ପରାମର୍ଶ ।

କୌଣସି ସପିଂ ମଲ୍, ଦୋକାନ ଭିଡ଼ ନ କରିବାକୁ ମଧ୍ୟ କଡ଼ା ତାଗିଦ୍।
ରିପୋର୍ଟ- ନୀଳାଦ୍ରି ଭୂଷଣ ଗଡ଼ନାୟକ (ଖୋର୍ଦ୍ଧା)

Post a Comment

0 Comments