କୋଲକତାରୁ ଚିହ୍ନଟ ହୋଇଛି ପ୍ରଥମ ମଙ୍କିପକ୍ସ କେସ । ତେବେ ଜଣେ ଛାତ୍ର ମଙ୍କିପକ୍ସରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଉକ୍ତ ଛାତ୍ର ଜଣଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସେ ଗତ କିଛିଦିନ ପୂର୍ବରୁ ୟୁରୋପରୁ ଭାରତ ଆସିଥିଲେ । ତାଙ୍କ ଦେହରେ ମଙ୍କିପକ୍ସର ଅନେକ ଲକ୍ଷଣ ଦେଖାଦେଇଥିବା ଜଣାପଡ଼ିଛି ।


0 Comments