ବ୍ରହ୍ମଗିରି:ଅରଖକୁଦା , ବ୍ରହ୍ମଗିର ଗତ 4/8/22 ରେ ଘଟିଥିବା ଅରଖକୁଦା ଗାଁ ର ଗୋଷ୍ଠୀ ସଂଘର୍ଷ ରେ ଛଅ ଗୋଟି ପରିବାର ର ବାସଗୃହ ସମ୍ପୂର୍ଣ ଭାବରେ ମାଟିରେ ମିଶିଯାଇଛି , ମୁଣ୍ଡଗୁଞ୍ଜିବାକୁ ଉପରେ ବତା ଖଣ୍ଡେ ବି ନାହିଁ ବର୍ଷା ଦିନ ଗାଁ ରେ ରହିବା କେତେଜେ କଷ୍ଟ ତାହା ଦେଖିଲେ ହିଁ ଜାଣିପାରି ହେବ ଆଜି ଗୁଞ୍ଜ ଓଡିଶା ମୁଖ୍ୟ ସୁରେଶ କୁମାର ସହ ଟିମ ଅଜିତ ଯାଦବ , ଅଶୋକ ବେହେରା , ସମାଜସେବୀ ଉମା ମହାନ୍ତି , ବିଷ୍ଣୁ ଅପା , ମଳୟ ବେହେରା ଓ ସ୍ଥାନୀୟ ସରପଞ୍ଚ ସୁମିତ୍ରା ବେହେରା ଙ୍କ ଉପସ୍ଥିତି ରେ ପଂଚାୟତ ଅଫିସ ଠାରେ ପ୍ରତେକ ପରିବାରକୁ ଦୁଇଟି ପାଲ , • ଦୁଇଟି ବାଲ୍ମି • ଦୁଇଟି ମଗ , • ଗୋଟିଏ ସୋଲାର ଲାଇଟ ସହ ଗୋଟିଏ ଲେଖାଏ ଗୁଞ୍ଜ କୀଟ ପ୍ରଦାନ କରାଯାଇଥିଲା ଏହାପରେ ପୀଡିତା ମାନେ ଦୁଃଖରେ ମ୍ରିୟମାଣ ଥାଇ ଖୁସିରେ କାନ୍ଦି ଗୁଞ୍ଜ ନିଜର ଭାବି ପ୍ରଥମେ ଆସି ପହଁଚି ଥିବାରୁ ଗୁଞ୍ଜ କୁ ଧନ୍ୟବାଦ ଦେଇଥିଲେ ।
ରିପୋର୍ଟ ;- ହିମାଂଶୁ ମହାପାତ୍ର( ବ୍ରହ୍ମଗିରି)
0 Comments