କାଦୁଆ ଗ୍ରାମପଞ୍ଚାୟତରେବିରାଜ ମାନ କରିଥିବା ପ୍ରତ୍ୟକ୍ଷ ଠାକୁରାଣୀ ମାଆ ରୁଦ୍ରାୟଣୀ ଙ୍କର ଆଜି ବାର୍ଷକ ଉତ୍ସବ ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଛି. ଠାକୁରାଣୀଙ୍କ ପାଖରେ ବିଶ୍ୱଶାନ୍ତି ପାଈଁ ଯଜ୍ଞ୍ୟଅନୁଷ୍ଠିତ ହୋଇ ଥିଲା ଯଜ୍ଞ୍ୟରେ ପୂରଧା ଥିଲେ ସତ୍ୟବାଦୀ ବ୍ଲକଅଧକ୍ଷ ତଥା ସମାଜସେବି ପରପୋକାରୀ ବ୍ୟକ୍ତି ଶ୍ରୀଯୁକ୍ତ ସୁନିଲି କୁମାର ପଣ୍ଡା ଓ ତାଙ୍କ ସହଧମ୍ରିଣି ଶ୍ରୀମତୀ ଶୁଭଦଶ୍ରୀନି ତ୍ରିପାଠୀ. ଏହି ଶୁଭକାର୍ଯ୍ୟରେ ରବିନ୍ଦ୍ରକୁମାର ପରିଡା. ବାଉରୀବନ୍ଧୁ ମହାପାତ୍ର. ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ. କୃଷ୍ଣଚନ୍ଦ୍ର ସାହୁ. ରମେଶଚନ୍ଦ୍ର ପଣ୍ଡା. ସତ୍ୟନାରାୟଣ ପ୍ରଧାନ. ଘନଶ୍ୟାମ ପରିଡା. ମାନସ ମାଝି. ପ୍ରମୁଖ ଯୋଗ ଦେଇ ଠାକୁରାଣୀ ଙ୍କ ସେବାରେ କାର୍ଯ୍ୟରେ ସହଯୋଗ କରିବା ସହିତ ପ୍ରସାଦ ସେବନ କରିଥିଲେ।
ରିପୋର୍ଟ- ପୂର୍ଣାନନ୍ଦ ତ୍ରୀପାଠୀ (ସାକ୍ଷୀଗୋପାଳ)


0 Comments