ଭଦ୍ରକ ଜିଲ୍ଲା: ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଆରଡ଼ି ଗ୍ରାମ ନିକଟସ୍ଥ ବାବା ଆଖଣ୍ଡଳମଣି ମନ୍ଦିରକୁ ଓଡ଼ିଶା ସରକାରଙ୍କ 5t ସଚିବ ଭିକେ ପାଣ୍ଡିଆନ ଓ ମାନ୍ୟବର ମୁଖ୍ୟ ସାଚନ ସଚିବ ଓଡିଶା ଡ଼ ସୁରେଶ ମହାପାତ୍ର, ନାନ୍ଦପୁର ପଞ୍ଚାୟତ ବିଜେଡି ସଭାପତି ଶ୍ରୀଯୁକ୍ତ ଶରତ କୁମାର ଦାଶ (ବୁଲୁ ଭାଇ), ଆରଡ଼ି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ, ଅରବିନ୍ଦ ପାଢ଼ୀ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ମାନ୍ୟବର ଵିଧାୟକ ବ୍ୟୋମକେଶ ରାୟ ନେତୃତ୍ୱ ରେ ଆରଡ଼ି ପଞ୍ଚାୟତର ଉନତି ଓ ଆଖଣ୍ଡଳମଣି ମନ୍ଦିରର ଉନ୍ନତି ନିମନ୍ତେ 5t ସଚିବ ଭିକେ ପାଣ୍ଡିଆନ ହେଲିକପ୍ଟର ଯୋଗେ ଆସି ମୁଁଆ ଘାଟ ନିକଟରେ ଲାଣ୍ଡଡ ଫଲ କରିଥିଲେ।
ସେ ବାବା ଆଖଣ୍ଡଳମଣି ମନ୍ଦିର ବୁଲିବାସହିତ ବିଭିନ୍ନ କାମ ବୁଲି ଦେଖିଲେ ଓ ବାବା ଆଖଣ୍ଡଳମଣି ମନ୍ଦିର ଉନ୍ନତି ପାଇଁ ୬୦ କୋଠି ଟଙ୍କା ଦେଈଥିଲେ ବିସ୍ତାପିତ ଲୋକ ମାନ କୁ ଜାଗା ଦବା ପାଇଁ ସାଧାରଣ ଲୋକେ ଦାବିକରି ଜଣାଈଲେ। ସେବାୟତ ମାନକୁ ଜୀବନ ବୀମା ପାଇଁ ମଧ୍ଯ ଦାବୀ ଜଣାଈଲେ।
ଆଜି ବାବା ଆଖଣ୍ଡଳମଣି ମନ୍ଦିର ପାଇଁ ଐତିହାସିକ ଦିନ
ରିପୋର୍ଟ:ସମୀର କୁମାର ବେହୁରିଆ(ଭଦ୍ରକ)
0 Comments