ଓଡ଼ିଶା ଶ୍ରମଜୀବି ମଞ୍ଚ ଓ ମହିଳା ଶ୍ରମଜୀବୀର ନିର୍ଦ୍ଦେସାନୁସାରେ ସିମିଳିଗୁଡା ବ୍ଳକରେ ଲୋକ ବିକାଶ ମଞ୍ଚ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରାଗଲା ଏବଂ ଏହି କାର୍ଯ୍ୟକ୍ରମରେ ୨୦ ଜଣରୁ ଉର୍ଦ୍ଧ କମିଟି ମେମ୍ବର ଆଉ ଗାଁ ଲୋକ ସାମିଲ ଥିଲେ l
ସେମିଳିଗୁଡା ବ୍ଳକ ଲୋକ ବିକାଶ ମଞ୍ଚର coordinator sj କୃଷ୍ଣ ଖିଲ, ବ୍ଲକ୍ secretary ରାମ କିର୍ଷାନି, block committee member -କୁମଧନ ଦିଶାରୀ, ମଙ୍ଗୁଲୁ ଦେଉଲପଡିଆ, ପ୍ରଭାସିନୀ ଖରା ଓ ଅନ୍ୟ ମାନେ
ଦାବି ରଖିଲେ:
୧. ମନରେଗାର ଆଇନ୍ ଅନୁଯାୟୀ ୭-୧୫ ଭିତରେ ଶ୍ରମିକ ମାନଙ୍କୁ ମଜୁରୀ ପ୍ରଦାନ.
୨. କାର୍ଯ୍ୟ କ୍ଷେତ୍ରରେ ହିଁ MR geneteat କରା ଯାଉ
୩. ମନୋରେଗ ରେ ଅଣକୁଶଳୀ ଶ୍ରମିକ ଙ୍କୁ ଦୈନିକ ସର୍ବ ନିମ୍ନ ୮୦୦ ଟଙ୍କା କୁ ବୃଦ୍ଧି କରାଯାଉ l
୪. ଆଇନ୍ ଅନୁଯାୟୀ ସଠିକ୍ ସମୟରେ ଶ୍ରମିକ ମଜୁରୀ ପ୍ରଦାନ ପାଇଁ ବଜେଟରେ ଆବଶ୍ୟକ ପରିମାଣ ଅର୍ଥର ବ୍ୟବସ୍ଥା କରା ଯାଉ।
୫. ଶ୍ରମିକ ମାନଙ୍କ ଉପକରଣ ନିମନ୍ତେ ବାର୍ଷିକ ଅର୍ଥର ବ୍ୟବସ୍ଥା କରାଯାଉ l
୬ . ବିଳମ୍ବିତ ମଜୁରୀ ଯଦି ଦିଆଯିବ ତେବେ ସେ ମଜୁରୀ ହିସାବରେ ୫% ସୁଧ ସହିତ ଦିଆଯାଉ।
୭.App ମାଧ୍ୟମରେ ଦିନକୁ ୨ ଥର ଉପସ୍ଥାପନ ନିଆଯାଉ
୮. ଜନ ସହଭାଗୀ ଦୁର୍ନୀତି ନିବାରଣର ବ୍ୟବସ୍ଥା ଆମର ଦାବି
୯. ସୁପ୍ରିମ କୋର୍ଟ ଆଦେଶ CAG rules ଓ act ଅନୁଯାୟୀ ଏକ ସାମାଜିକ ସମୀକ୍ଷା unit ଗଠନ କରିବା ଆମର ଦାବି l
୧୦. କର୍ମ କ୍ଷେତ୍ରରେ ଶ୍ରମିକ ମୃତ କିମ୍ବା ଆଘାତ ଲାଗିଲେ ତାର କ୍ଷତି ପୂରଣ ଦେବା ଆମର ଦାବି l
୧୧. ଯେଉଁ ଶ୍ରମିକ ବାର୍ଷିକ ୯୦ ଦିନ କାମ କରୁଛନ୍ତି ତାହାକୁ ଶ୍ରମିକ ଆଇନ୍ ସିଦ୍ଧ ସାମାଜିକ ସୁରକ୍ଷାରେ ସାମିଲ କରାଯାଉ ।
ରିପୋର୍ଟ: ପ୍ରମୋଦ ତାଡି଼ଙ୍ଗି (କୋରାପୁଟ)


0 Comments