ସରପଞ୍ଚ ମିସ ଜ୍ୟୋତିରଥ. ଜିଲ୍ଲାପ୍ରଶିକ୍ଷକ
ଶ୍ରୀଯୁକ୍ତ ଶ୍ରୀପତି ମହାପାତ୍ର. ସାରଙ୍ଗଯୋଡି ପଂଚାୟତ କାର୍ଯ୍ୟନିର୍ବାହି ଅଥିକାରି. ସମିତି ସଭ୍ୟା ସମେତ ପଂଚାୟତର ସମସ୍ତ ଅଙ୍ଗନୱାଡ଼ି କର୍ମୀ. ଆଶା କର୍ମୀ. ସିଆରପି ଏବଂ ମହିଳା ଗୋଷ୍ଠୀ ଓ ଯୁବକ ମାନେ ଯୋଗ ଦେଇ ଥିଲେ. ପ୍ରଥମେ ଗ୍ରାମ ସଫାଇ କରାଯିବା ସହିତ ପଂଚାୟତ କାର୍ଯ୍ୟାଳୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥଲା. ବ୍ଲକଅଧକ୍ଷ ଶ୍ରୀଯୁକ୍ତ ପଣ୍ଡା ଓ ଟ୍ରେନର ଶ୍ରୀଯୁକ୍ତ ମହାପାତ୍ର
ଲୋକମାନଙ୍କୁ ସ୍ଵଛତା ଉପରେ ବୁଝାଇଥିଲେ ଯଥା :-ପରିସ୍କାର ପରିଶ୍ଚନତା. ଓଦା ଓ ଶୁଖିଲା ଅଳିଆକୁ ଅଲଗା ଅଲଗା ରଖି ତାର ସୁପରି ଚାଳନା
କିପରି କରାଯିବ ଆଲୋଚନା କରାଯାଇଥିଲା. ଏହି କାର୍ଯ୍ୟକ୍ରମକୁ ସତ୍ୟବାଦୀବ୍ଲକ ର ବିଭିନ୍ନ ପଂଚାୟତ ରେ
ଅକ୍ଟୋବର ଦୁଇତାରିଖ ଗାନ୍ଧୀ ଜୟନ୍ତୀ ଯାଏଁ ପାଳଣ କରାଯିବ ବୋଲି ଟ୍ରେନର


0 Comments