Recent

6/recent/ticker-posts

ବିଶ୍ବକର୍ମା ପୂଜା

`ବିଶ୍ବକର୍ମା ପୂଜା
ବିଶ୍ବକର୍ମା ଅନ୍ୟ ଅର୍ଥରେ ବିଶ୍ବର ସୃଷ୍ଟି କର୍ତ୍ତା। ବିଶ୍ବକର୍ମା ସମସ୍ତ ଶିଳ୍ପକର୍ମର ଉଦ୍ଭାବକ ଓ ପ୍ରକାଶକ ରୂପେ ଗ୍ରହଣ କରାଯାନ୍ତି। ଦେବଶିଳ୍ପୀ ବିଶ୍ବକର୍ମା ଦେବତାଙ୍କ ସ୍ବର୍ଗପୁରୀ, ସଭାଗୃହ ଓ ସମସ୍ତ ଅସ୍ତ୍ରଶସ୍ତ୍ରର ନିର୍ମାତା।

ଆଧୁନିକ ଯୁଗରେ ନାନା ଶିଳ୍ପର ଅଭିବୃଦ୍ଧି ଘଟିବା ସହ ବିଶ୍ବକର୍ମା ପୂଜାର ପ୍ରସାର ସବୁଠାରେ ବଢ଼ିଚାଲିଛି। ସ୍ଥାନେସ୍ଥାନେ ନିର୍ମିତ ମୂର୍ତ୍ତି ପୂଜା ପରେ ଦୁଇ ତିନିଦିନ ରହୁଥିବାର ଦେଖାଯାଏ। ତା’ ଛଡ଼ା ଏହି ପୂଜା ଉପଲକ୍ଷେ କାରଖାନା, ଶିଳ୍ପସଂସ୍ଥାରେ ଭୋଜିଭାତ ଆୟୋଜନ ହୁଏ।

                     SARADUNIA NEWS

Post a Comment

0 Comments