Recent

6/recent/ticker-posts

ଶିମିଳି ଗୁଡା ପୋଲିସ କୁ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଧରିବାରେ ସଫଳତା.

କୋରାପୁଟ :- ସବଇନ୍ସପେକ୍ଟର ଶ୍ରୀ ଦୀପକ କୁମାର ବାରିକ ଏବଂ ତାଙ୍କର ଷ୍ଟାପ ସନ୍ଧ୍ୟା ପେଟ୍ରୋଲିଙ୍ଗ କରୁଥିବା ବେଳେ ଖବର ପାଇଲେ ଗୋଟିଏ 14ଚକିଆ ଟ୍ରକ ଯାହାର No-cg-o4 mu -2401ରେ ଗଞ୍ଜେଇ କୁନ୍ଦୁଲିରୁ ରାଇପୁର ଚୋରା ଚାଲାଣ ହେଉ ଅଛି ସେ ସଙ୍ଗେ ସଙ୍ଗେ ଉକ୍ତ ଟ୍ରକଟିକୁ ଅଟକାଇ ଚେକ କରିବାରୁ ଡ୍ରାଇଭର କ୍ୟାବିନରୁ 42 kgs ଗଞ୍ଜାଇ. Rs2100 ନଗଦ ଟଙ୍କା ସହିତ 2ଗୋଟି ମୋବାଇଲି ଫୋନ ଜବତ କରିବା ସହିତ ଦୁଇଜଣଙ୍କୁ ଅଟକ ରଖଥିଲେ ସେମାନଙ୍କ ନାମରେ semiliguda P.S. CaseNo-144 dt 27.9.2022.U/S 20(b) ( ii) (c) (NDPS) ଆକ୍ଟ ଅନୁଯାଇ ମକଦମା ରୁଜ୍ଜୁ କରିବା ସହ ଗିରଫ କରାଯାଇ ଥିଲା  
ଆସାମୀ ମାନେ ହେଲେ Amit Rajbansi ( 35).s/o.Binda Rajbansi of village Henjachak. Ps-kadrigaganj.
Dist :-Nawada. Bihar. And (2)khem chand sahu (36).
S/O. Sundarlal Sahu Of Village Gadasaral. PS-Gadasarai. Dist- DIndori
MP. At/Po. Kamarsahi. Kunduli. PS-Pottangi. Dist-Koraput

Post a Comment

0 Comments