Recent

6/recent/ticker-posts

ମୋଟାବାଡ଼ି,କୁଞ୍ଜବନ,ଗୌଡ଼ିଆବୋରଦା,ଗାନ୍ଧୀନଗର ରାସ୍ତା ର ଉନ୍ନତିକରଣ କାର୍ଯ୍ୟ କୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି

ବୁଗୁଡ଼ା:ବୁଗୁଡା ବ୍ଲକ ଅନ୍ତର୍ଗତ ଗୌଡିଆବୋରଦା ପଞ୍ଚାୟତର କୁଞ୍ଜବନ ଠାରେ ଓଡ଼ିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ସଡ଼କ ଯୋଜନା ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଲକ ସୀମା ଠାରୁ ବେଲଗୁଣ୍ଠା ବ୍ଲକ ସୀମା ଭାୟା ମୋଟାବାଡ଼ି,କୁଞ୍ଜବନ,ଗୌଡ଼ିଆବୋରଦା,ଗାନ୍ଧୀନଗର ରାସ୍ତା ର ଉନ୍ନତିକରଣ କାର୍ଯ୍ୟ କୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଲୋକମାନଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି।।ତା-୧୫/୦୯/୨୦୨୨

ରିପୋର୍ଟ:ରାକେଶ ଜେନା (ବୁଗୁଡା) 

Post a Comment

0 Comments