Recent

6/recent/ticker-posts

ବୁଗୁଡା ବ୍ଲକ ଅନ୍ତର୍ଗତ ବେଠିଆବୋରଦା ଗ୍ରାମର +୨ ଛାତ୍ର ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି

ବୁଗୁଡା:ବୁଗୁଡା ବ୍ଲକ ବେଠିଆବୋରଦା ଗ୍ରାମର +୨ ପ୍ରଥମ ବର୍ଷରେ ପାଠ ପଢୁଥିବା ଶଙ୍କର ପ୍ରଧାନ (ବୟସ-୧୬) ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି।ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ତଥା ପୋଲସରା ବିଧାୟକ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।ତା-୧୫/୦୯/୨୦୨୨

ରିପୋର୍ଟ:ରାକେଶ ଜେନା(ବୁଗୁଡା) 

Post a Comment

0 Comments