Recent

6/recent/ticker-posts

ଡେଲାଙ୍ଗ: ବନ୍ୟା ବିପର୍ଯ୍ୟସ୍ତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ V ଗାର୍ଡ କମ୍ପାନୀର କର୍ମକର୍ତ୍ତା

ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଂଚାୟତ ର ୧୦, ୧୧, ୧୨, ୧୩ ,୧୪ ନଂ ୱାର୍ଡ ରେ V ଗାର୍ଡ କମ୍ପାନୀ ତରଫରୁ ପ୍ରାୟ ୫୦୦ ପ୍ୟାକେଟ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯକ୍ରମରେ କମ୍ପାନୀ ର MD ସୁମନ୍ତ ପ୍ରଧାନ , ଅକ୍ଷୟ କୁମାର ସାଗର ଓ ଅନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ସ୍ଥାନୀୟ ସରପଞ୍ଚ ଗୋବର୍ଦ୍ଧନ ସେଠି ଓ ସମିତିସଭ୍ୟ ଟୁଟୁ ମଲ୍ଲିକ କମ୍ପାନୀ କୁ ସାଧୁବାଦ ଜଣାଇଛନ୍ତି

ରିପୋର୍ଟ: ହିମାଂଶୁ ମହାପାତ୍ର (ଡେଲାଙ୍ଗ)

Post a Comment

0 Comments