ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ୍ ଜଗନ୍ନାଥ ପ୍ରାସଦ ସହରରେ ସଭା ନେତ୍ରୀ ସୁମିତ୍ରା ମାହାପାତ୍ର ଏବଂ ସମ୍ପାଦିକା ଝୁନୁ ପମା ସତପଥି ଙ୍କ ନେତୃତ୍ଵରେ ୪୬୦ ରୁ ଉର୍ଦ୍ଧ କର୍ମଚାରି ଯୋଗଦେଇ ବିଭିନ୍ନ ଦାବି ହାସଲ ନିମନ୍ତେ ଦରମା ବୃଦ୍ଧି କରାଯିବା ପାଇଁ ଖୁବ୍ ଜୋର୍ ରେ ଆନ୍ଦୋଳନ ଯାରି ରଖିଥିବା ଜଣାପଡିଛି ମାଁ କରଞ୍ଜେଇ ଠାରୁ ଆରମ୍ଭ କରି କଲେଜ୍ ଛକ ପର୍ଯ୍ୟନ୍ତ ଯୋଗ ଦେଇ ରାଲି କରାଯାଇଅଛି ଏଥିରେ ଜଗନ୍ନାଥ ପ୍ରସାଦ ପୋଲିସ୍ ବାହିନୀ ଯୋଗଦେଇ ଶାନ୍ତି ଶୃଙ୍ଖଳା ରକ୍ଷା କରଛନ୍ତି
ଗଞ୍ଜା ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ରୁ ହରିକୃଷ୍ଣ ପ୍ରଧାନ ଙ୍କ ରିପୋଟ Sara dunia news


0 Comments