Recent

6/recent/ticker-posts

ଖୋର୍ଦ୍ଧା ବଡ଼ ପୋଖରିଆ ଠାରେ ଦନ୍ତା ହାତୀ ଆତଙ୍କ।

ଖୋର୍ଦ୍ଧା:ବଡ଼ପୋଖରିଆ  ଜଙ୍ଗଲରେ  ଗୋଟିକିଆ ଦନ୍ତାଲୋକେ ଆତଙ୍କିତ। କାଲି ରାତିରେ  ହାତୀ ଆକ୍ରମଣରୁ ବର୍ତିଲେ ଗୋଟିଏ ପରିବାର ଖାଦ୍ୟ ଲୋଭରେ ଘର ଭାଙ୍ଗିଲା ଦନ୍ତା  ଅଳ୍ପକେ ବର୍ତିଲେ   ପରିବାର ଲୋକେ ।ଘରେ ଶୋଇଥିବା ବେଳେ ଦନ୍ତା  କରିଥିଲା ଆକ୍ରମଣ ଘଟଣା ଘଟିଛି  ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଂଜ୍  ଉଦୁଗିରି ନୂଆ ସାହିରେ ନୁଆ ସାହିରେ ପଶି  ଦନ୍ତା   ରାଜ କିଶୋର ବେହେରାଙ୍କ ଭାଙ୍ଗିଛି ଘର।ପରିବାର ଲୋକେ ଶୋଇଥିବା ବେଳେ   ଖାଦ୍ୟ ଲୋଭରେ  ପଶି  ଘର ଭାଙ୍ଗି ଦେଇଥିଲା ଦନ୍ତା ହାତୀର ଗର୍ଜନ    ଶୁଣି  ରାଜ କିଶୋର  ପରିବାର  ଲୋକଙ୍କୁ  ସୁରକ୍ଷିତ   ରଖିବା ଉଦ୍ଧେଶ୍ୟରେ  ସାହି ପଡିଶା ଲୋକଙ୍କୁ ଡାକିବା ପରେ ପଳାଇଥିଲା ।ଦନ୍ତା ଏହା ପରେ ଦନ୍ତା ହାତୀ ବଡ ପୋଖରିଆ ଜଙ୍ଗଲକୁ ଯିବା ରାସ୍ତାରେ ଚଂପାଗଡ ପଂଚାୟତ କାର୍ଯ୍ୟାଳୟର ପାଚେରୀ ଭାଙ୍ଗି ଦେଇଛି ,ଦନ୍ତା ବନ ବିଭାଗ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ହେଉଛି ଦାବି ଜଙ୍ଗଲରେ ଖାଦ୍ୟ ମିଳୁନଥିବାରୁ ଦନ୍ତା କରୁଛି ଉତ୍ପାତ।ଖୋର୍ଦ୍ଧାରୁ ନୀଳାଦ୍ରି ଭୁଷଣ ଗଡ଼ନାୟକ ରିପୋର୍ଟ ସାରା ଦୁନିଆ ନ୍ୟୁଜ୍

Post a Comment

0 Comments