Recent

6/recent/ticker-posts

ପ୍ରଦୀପ ମହାରଥୀଙ୍କ ୬୭ ତମ ଜନ୍ମ ଜୟନ୍ତୀ ଅନୁଷ୍ଟିତ

ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ✓ପ୍ରଦୀପ ମହାରଥୀଙ୍କ ୬୭ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ପିପିଲ ବିଜୁଜନତା କାଯ୍ୟାଳୟଠାରେ ରକ୍ତ ଦାନ ଶିବିର, ଉପସ୍ଥିତ ମାନ୍ୟବର ମନ୍ତ୍ରୀ- ସମୀର ରଂଜନ ଦାସ, ଅଶୋକ ପଣ୍ଡା, ବିଧାୟକ ରୁଦ୍ର ମହାରଥୀ, ପଲବି ମହାରଥୀ, ପ୍ରତିଭା ମହାରଥୀ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ମେୟର NAC ଅଧ୍ୟକ୍ଷା, ବିଧାୟକ ପ୍ରତିନିଧି ମଳୟ ମହାନ୍ତି, ଡେ଼ଲାଙ୍ଗ ବ୍ଲକ୍ ଅଧାକ୍ଷ ଓ ଉପାଧ୍ୟକ୍ଷ ୧୫,୧୬,୧୭ ନ ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟଙ୍କର ବରିଷ୍ଟ କର୍ମକର୍ତା ଓ କର୍ମୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ- ହିମାଂଶୁ ମହାପାତ୍ର (ପୁରୀ)

Post a Comment

0 Comments