Recent

6/recent/ticker-posts

ଡେଲାଙ୍ଗ ବ୍ଲକର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ବ୍ଲକ୍ ବିଯୁସଭା ଗୃହରେ ଅନୁଷ୍ଠିତ

ଡେଲାଙ୍ଗ:ବ୍ଲକର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର  ବ୍ଲକ୍ ବିଯୁସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ADM ଦିଲ୍ଲୀପ ମହାପାତ୍ର ,ପିଡ଼ି ଇତିଶ୍ରୀ ନାୟକ,DRDA,BDO, ଅଧ୍ୟକ୍ଷା, ଉପାଧ୍ୟକ୍ଷ ଡେଲାଙ୍ଗ ବ୍ଲକର ସବୁ ବିଭାଗର ଉଚ୍ଚ ପଦାଧିକାରୀ WRCS,PWD,OKD ମିଶନସକ୍ତି EDPO ,SDPO ଦେବଦତ୍ତ ବରାଳ , ଆଇଆଇସି ଅନୀଲ ମହାନ୍ତି ,ବ୍ଲକର ABDO , JE ଙ୍କ ସହିତ ସମସ୍ତ କର୍ମୀମାନେ ଉପସ୍ଥିତ ଥିଲେ । ଶାରୀରିକ ଅକ୍ଷମମାନଙ୍କୁ (TRY) ତିନି ଚକିଆ ସାଇକେଲ ବଣ୍ଟନ କରାଯାଇଥିଲା।

ରିପୋର୍ଟ୍- ହିମାଂଶୁ ମହାପାତ୍ର (ପୁରୀ)

Post a Comment

0 Comments