ଟାଙ୍ଗୀ:ମାଛ ବୋଝେଇ ପିକ୍ ଅପ୍ ଭ୍ୟାନ ଓଲଟି ୩ ଗୁରୁତର,ଘଟଣା ଘଟିଛି ୧୬ ନଂ ଜାତୀୟ ରାଜପଥର କୟଥ ପଲା ଛକ ଫାଲକନ ଫିଡ୍ସ ନିକଟରେ।ଟାଟା ଏସି ର ଟାୟାର ଫାଟି ଯିବାରୁ ଘଟିଲା ଦୁର୍ଘଟଣା,ଗୁରୁତର ମାନେ ଲାଖପଡା ଗ୍ରାମର ବ୍ରଜବନ୍ଧୁ ବେହେରା ୬୦ ବର୍ଷ ,ମଝିଆ ଖଣ୍ଡ ଗ୍ରାମର ବୁଲୁ ବେହେରା,୨୬ ବର୍ଷ ଓ ହଂସରା ଗ୍ରାମର ପଦ୍ମ ଚରଣ ବେହେରା ୩୫ ବର୍ଷ ବାଲୁଗାଁରୁ ମାଛ ବୋଝେଇ କରି ରଣପୁର ଯାଉଥିଲେ ମାଚଵ ବେପାରୀ ମାନେ ଗୁରୁତର ମାନଙ୍କୁ ଟାଙ୍ଗୀ ମେଡିକାଲରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
0 Comments