Recent

6/recent/ticker-posts

ଦାଶରଥି ଉଚ୍ଚ ବିଦ୍ୟାଳୟ ପରିସରରେ ୭୩ତମ ବନ ମହୋତ୍ସବ ପାଳିତ

ଟାଙ୍ଗୀ: ନିରାକାରପୁର ଉଚ୍ଚ ବିଦ୍ୟାଳୟ ପରିସରରେ ୭୩ତମ ବନ ମହୋତ୍ସବ ପାଳିତ।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ କର ଙ୍କ ସଭାପତିତ୍ୱ ରେ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇଛି।ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଟାଗିଂ ରେଜଂ ର,ଭୂଷଣ୍ଡପୁର ଫରେଷ୍ଟରଙ୍କ ସମେତ ବନବିଭାଗ ର କର୍ମଚାରୀ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ବିଦ୍ୟାଳୟ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।ବିଦ୍ୟାଳୟ ପରିସରରେ ନିମ୍ବ,କୃଷ୍ଣଚୁଡା,ବଉଳ,ଦେବଦାରୁ,ଗମ୍ଭୀର ଆଦି ଗଛ ଲଗା ଯାଇଛି।
ରିପୋର୍ଟ୍- ନିଳାଦ୍ରୀ ଭୂଷଣ ଗଡ଼ନାୟକ ଟାଙ୍ଗୀ (ଖୋର୍ଦ୍ଧା)

Post a Comment

0 Comments