•ଦ୍ରୌପଦୀ ମୁର୍ମୁଙ୍କୁ ଏୟାରପୋର୍ଟରୁ ବିଧାନସଭାକୁ ପାଛୋଟି ଅଣାଯିବ!.
•ବିଧାନସଭାରେ ଦ୍ରୌପଦୀ ମୁର୍ମୁଙ୍କ ସହିତ ବୈଠକ ଅନୁଷ୍ଠିତ ହେବ!.
•ବିଜେଡି ଓ ବିଜେପିର ସାଂସଦ ଓ ବିଧାୟକଙ୍କୁ ଭେଟି ସମର୍ଥନ ଲୋଡ଼ିବେ!.
•NDAର ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ପାରମ୍ପରିକ ନୃତ୍ୟ, ପାଇକ ଆଖଡା ଓ ବାଦ୍ୟ ଯନ୍ତ୍ର ସହ କରାଯିବ ଭବ୍ୟ ସ୍ୱାଗତ!


0 Comments