ଦିଲ୍ଲୀ:ସଂସଦର ଉଚ୍ଚ ସଦନକୁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷାା। ପିଟି ଉଷାଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି ପିଟି ଉଷାଙ୍କ ସମେତ କଳା , ସାହିତ୍ୟ , ବିଜ୍ଞାନ ଓ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରୁ ମୋଟ ୪ ଜଣ ସଦସ୍ୟଙ୍କୁ ମନୋନୀତ କଲେ ରାଷ୍ଟ୍ରପତି । ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଇଲିୟା ରାଜା , ପ୍ରସିଦ୍ଧ ସିନେ ନିର୍ମାତା ବିଜେନ୍ଦ୍ର ପ୍ରସାଦ ଓ ବିଶିଷ୍ଟ ସମାଜସେବୀ ବୀରେନ୍ଦ୍ର ହେଗେଡେ ରାଜ୍ୟସଭାକୁ ମନୋନୀତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମସ ସଦସ୍ୟଙ୍କୁ ଟ୍ଵିଟ୍ କରି ଜଣାଇଲେ ଶୁଭେଚ୍ଛା । ଦଖଲ ଦଖଲ
ବ୍ୟୁରୋ ରିପୋର୍ଟ୍ ସାରା ଦୁନିଆ ନ୍ୟୁଜ୍
0 Comments