👉🏿ଆଜି ସକାଳେ ନୂତନ ସଂସଦ ଭବନର ଛାତ ଉପରେ ବ୍ରୋଞ୍ଜରେ ନିର୍ମିତ ବିଶାଳ ଅଶୋକ ସ୍ତମ୍ଭ କୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
👉🏿ବ୍ରୋଞ୍ଜରେ ନିର୍ମିତ ଏହି ଅଶୋକ ସ୍ତମ୍ବଟିର ଉଚ୍ଚତା ୬.୫ ମିଟର ଅଟେ।
👉🏿ଏହାର ଓଜନ ପ୍ରାୟ ୯ ହଜାର ୫ଶହ କିଲୋଗ୍ରାମ୍ ଅଟେ।
👉🏿 ଏହି ଓଶୋକ ସ୍ତମ୍ଭ ନୂଆ ସଂସଦ ଭବନର ସେଣ୍ଟ୍ରାଲ୍ ହଲ୍ର ଉପରେ ହେଲା ସ୍ଥାପନା ।
ବ୍ୟୁରୋ ରିପୋର୍ଟ ସାରା ଦୁନିଆ ନ୍ୟୁଜ୍


0 Comments