Recent

6/recent/ticker-posts

ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର


ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ରାଉରକେଲା ବାସନ୍ତୀକଲୋନି ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଅପମୃତ୍ୟୁ ମାମଲା ରୁଜୁ ସହ ଉଦିତନଗର ଥାନା ପୋଲିସର ତଦନ୍ତ ଆରମ୍ଭ। ଜୁନ୍ ୧୯ରେ ରଶ୍ମିରେଖା ଭୁବନେଶ୍ୱର ନୟାପଲ୍ଲୀ ଘରେ ଆତ୍ମହତ୍ୟା କରିଥିଲେ। 

ସାରା ଦୁନିଆ ନ୍ବ୍ୟଜ୍ ବ୍ୟୁରୋ ରିପୋର୍ଟ

Post a Comment

0 Comments