Recent

6/recent/ticker-posts

ଓଲଟିଲା ବସ୍ ଜଣେ ମୃତ ୩୦ ଆହତ

ରାୟଗଡ଼ା: ବସ୍ ଓଲଟି ଜଣେ ମହିଳା ମୃତ, ୩୦ ଆହତ। ୩୦ ଆହତଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ସୂଚନା। ଚାନ୍ଦିଲି ଥାନା ହାତୀଖମ୍ବା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ୪୦ ଯାତ୍ରୀଙ୍କୁ ନେଇ ପାରଳାଖେମୁଣ୍ଡିରୁ ଉମରକୋଟ ଯାଉଥିଲା ବସ୍। 

Post a Comment

0 Comments