Recent

6/recent/ticker-posts

କଣାସ ବ୍ଲକର ଜଙ୍ଘ।ର ଠାରେ ରଥଯାତ୍ରା

ପୁରୀ:କଣାସ ବ୍ଲକର ଜଙ୍ଘ।ର ଠାରେ ରଥଯାତ୍ରା ଅନୁଷ୍ଠିତ, ମାଉସୀ ମା ମନ୍ଦିର ଦୋକନ୍ଦା ଅଭିମୁଖେ ପ୍ରଭୁ ଜଗନ୍ନାଥ ମନ୍ଦିରକୁ ପତ୍ୟାବର୍ତନ ।
୮ ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ।
ଛେରା ପହଁରା ନୀତି କାଯ୍ୟ ସମ୍ପାଦନା ।ପ୍ରୋମଦ ବଳିଆରସିଂହ, ଜଗନ୍ନାଥ ରଥ କମିଟିର ସଭାପତି ସୁକାନ୍ତ ସାମନ୍ତରାୟ, ଉପସଭାପତି ପ୍ରତାପ ସାହୁ, ସମ୍ପାଦକ ରାମଚନ୍ଦ୍ର ସାମନ୍ତରାୟ ଉପସ୍ଥିତ । ଘଣ୍ଟ,ବାଜା ହରିବୋଲ ଦେଇ ଜଗନ୍ନାଥଙ୍କ ପ୍ରତିଧ୍ଵନିରେ ଅଞ୍ଚଳ ପ୍ରକମ୍ପିତ ।
 ରିପୋର୍ଟ- ସିଦ୍ଧାର୍ଥ ବଳବନ୍ତରାୟ (ଡେଲାଙ୍ଗ)

Post a Comment

1 Comments