ଟାଙ୍ଗୀ:ପୁଣି ଏକ ଦନ୍ତା ହାତୀର ମ୍ରୁତ୍ୟୁ ଵିଦ୍ୟୁତ୍ ଆଘାତରେ ହାତୀର ମ୍ରୁତ୍ୟୁହୋଇଥିବାଅଭିଯୋଗ ଘଟଣା ଘଟିଛି ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଂଜ୍ ଜଙ୍କିଆ ଗୋଳବାଇ ଗ୍ରାମ ନିକଟରେ,ଗତ କାଲି ବିଳମ୍ବିତ ରାତିର ଘଟଣା ୨ ଟି ଦନ୍ତା ଖାଦ୍ୟ ଲୋଭରେ ହୋଇଥିଲେ ଗାଁ ମୁହାଁ ଜଙ୍କିଆ ନିକଟସ୍ଥ ଗୋଳବାଇ ଗାଁ ରେ ଲୋକଙ୍କ ବାଡି ବଗିଵାରେ ପଶୁ ବ୍ୟାପକ ନଷ୍ଟ କତିଥିଲର ଦନ୍ତା ଦୁଇଟି ଏହା ପରେ ଲୋକେ ହୋ ହଲ୍ଲା କରିବାରୁ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ ହାତୀ।ଜଙ୍ଗଲକୁ ଯିବା ବେଳେ ଏକ ହାତୀ ବିଦ୍ୟୁତ୍ ଟ୍ରାନସଫରମର ସଂଶ୍ପର୍ଶରେ ଆଦି ଯାଇଥିଲା ଫଳରେ ହାତୀର ଘଟଣା ସ୍ଥଳରେ ମ୍ରୁତ୍ୟୁ ଘଟିଛି।ତେବେ ଅନ୍ୟ ଏକ ଦନ୍ତା ହାତୀ ମ୍ରୁତ୍ୟୁ ବରଣ କରିଥିବା ହାତୀକୁ ଜଗିରହିଥିଲା,ଖବର ପାଇ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ଥିଲେ ମଧ୍ୟ୍ୟ ହାତୀଟି ସେଠାରେ ଜଗି ରହିଥିଲା ବନ କର୍ମଚାରୀ ମାନେ ହାତୀକୁ ଘଉଡାଇବାରେ ହାତୀଟି ଜଙ୍ଗଲ ମଧ୍ୟ୍ୟକୁ ପଳାଇ ଯାଇଥିବା ଜଣା ପଡିଛି ମ୍ରୁତ ଦନ୍ତା ହାତୀର ବୟସ ୪୦ ରୁ ୫୦ ବର୍ଷ ହେବ ବୋଲି ବନ କର୍ମଚାରୀ ମାନେ କହିଛନ୍ତି ହାତୀର ଶବକୁ ବନ ବିଭାଗ ସେଠାରୁ ହାଇଡ୍ରା ସାହର୍ଯ୍ୟରେ ସ୍ଥାନାନ୍ତର କରିଛି ତେବେ ଏନେଇ କେହୋ ମୁଁହଁ ଖୋଲୁନାହାନ୍ତି।
ରିପୋର୍ଟ- ନିଳାଦ୍ରୀ ଭୂଷଣ ଗଡ଼ନାୟକ ଟାଙ୍ଗୀ(ଖୋର୍ଦ୍ଧା)


0 Comments