Recent

6/recent/ticker-posts

ସହୃଦୟ ବ୍ୟକ୍ତି AB+ VE ରକ୍ତ ଦାନ କରିବାକୁ ଅନୁରୋଧ।

ପୁରୀ:ରକ୍ତ ସାଜିଛି ବାଧକ । ରକ୍ତ କର୍କଟ ରୋଗରେ ପୀଡିତ କଣାସ ବ୍ଲକର ସିରେଇ ଗ୍ରାମ ପଞ୍ଚାୟତର ନିରଞ୍ଜନ ମହାପାତ୍ର AIIMS ମେଡିକାଲ ର ୧୦ ନ ବେଡ୍ ରେ ଚିକିତ୍ସାରତ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ AB+ve ରକ୍ତ ଯଥାଶୀଘ୍ର ଆବଶ୍ୟକ । ରକ୍ତ ଦାନ କରୁଥିବା ସହୃଦୟ ବକ୍ତିଙ୍କୁ ସାହାଯ୍ୟ ପାଇଁ ତାଙ୍କର ପତ୍ନୀ ରଶ୍ମିତା ବରାଳ ଆକୁଳ ନିବେଦନକରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି କିମ୍ବା ଏମେଲ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିବେଦନ କରିଛନ୍ତି। ସହୃଦୟ ବ୍ୟକ୍ତି ଯୋଉମନେ ସାହାଯ୍ୟ କରିବାକୁ ଚାହୁଁଛନ୍ତି :- 9668039340 / 7205602070 - ତପନ ମହାପାତ୍ର (ନିରଞ୍ଜନ ଙ୍କ ବଡଭାଇ) ଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ ।
ରିପୋର୍ଟ :- ହିମାଂଶୁ ମହାପାତ୍ର(ପୁରୀ)

Post a Comment

0 Comments