Recent

6/recent/ticker-posts

ଡେଲାଙ୍ଗ: ସମାଜସେବୀଙ୍କ ଏକଦସାହ ସଭା ଆୟୋଜିତ

ଯୁବ ନେତା ତଥା ସମାଜସେବୀ ସ୍ବର୍ଗତ ମନୋଜ କୁମାର ବଳୀୟାରସିଂହ ଙ୍କ ଆମର ଆତ୍ମା ର ସଦ୍ଗତି ନିମନ୍ତେ ଏକଦସାହ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏହି ସଭା ତାଙ୍କ ବାସଭବନ ପୁରୀ ଜିଲ୍ଲା  ଡେଲଙ୍ଗ ବ୍ଲକ ଚାଇଁପୁର ପଂଚାୟତ ର ଗଡ଼ କାଳୁପଡା ଠାରେ ଆୟୋଜିତ ହୋଇଥିଲା । ଏହି ସଭାରେ ତାଙ୍କ ସମର୍ଥକ , ବୁଦ୍ଧିଜୀବୀ , ପରିବାର ବର୍ଗ ଉପସ୍ଥିତ ରହି ଅମର ଆତ୍ମା ର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ସ୍ବର୍ଗତ ମନୋଜ ଜଣେ ସମାଜସେବୀ , ଦରଦୀ ବନ୍ଧୁ ଥିଲେ ବୋଲି କହିଛନ୍ତି ଉପସ୍ଥିତ ସଭାସଦ ବ୍ୟକ୍ତି ମାନେ ।
ରିପୋର୍ଟ: ସିଦ୍ଧାର୍ଥ ବଳବନ୍ତରାୟ (ଡେଲାଙ୍ଗ)

Post a Comment

0 Comments