Recent

6/recent/ticker-posts

ସାକ୍ଷୀଗୋପାଳଙ୍କ ମନ୍ଦିରରେ ପାଳନ ହେଲା ରକ୍ଷାବନ୍ଧନ ଉତ୍ସବ ଓ ଝୁଲଣ ଯାତ୍ରା

ପ୍ରଭୁ ସାକ୍ଷୀଗୋପାଳ ଙ୍କ ମନ୍ଦିର ର ରେ ଶୁକ୍ରବାର ରକ୍ଷାବନ୍ଧନ ଉତ୍ସବ ଓ ଝୁଲଣ ଯାତ୍ରା ପାଳିତ ହୋଇଯାଇଛି।ଏଥିପାଇଁ ସତନ୍ତ୍ର ନୀତିକାନ୍ତି ସହ ଠାକୁରଙ୍କୁ ନୂତନ ବସ୍ତ୍ର ,ଆଳତି, ଉପଚାର, ଜାତଭୋଗରେ ଗହମ ଓ ମଣ୍ଡାପୀଠା ଭୋଗ ଲାଗି କରାଯାଇଥିଲା।ପରେ ସାକ୍ଷୀଗୋପାଳ ଓ ମା ରାଧାରାଣୀ ଙ୍କୁ ଗୁଆମାଳ ରାକ୍ଷୀ ପିନ୍ଧାଇଥିଲେ ସିଂହରି ପୂଜାପଣ୍ଡା ଭଣ୍ଡାର ମେକାପ।ଏହି ଅବସରରେ ମନ୍ଦିର ପ୍ରାଙ୍ଗଣ ରେ ଥିବା ଝୁଲଣମଣ୍ଡପରେ ଠାକୁରଙ୍କୁ ଭକ୍ତ ମାନେ ଝୁଲାଇବା ସହ ଗୋଟିପୁଅ ନୃତ୍ୟ ,ଓ ଅଖଡା ନୃତ୍ୟ ମନ୍ଦିର ପ୍ରଶାସନ ତରଫରୁ ପରିବେଷଣ କରାଯାଇଥିଲା।

Post a Comment

0 Comments